ଝାରସୁଗୁଡା ରେ କୋଶଳ ଜନ ଜାଗରଣ ଯାତ୍ରା KOSHAL JANA JAGARAN YATRA IN JHARSUGUDA

www.jharsugudatimes.in   11-NOV-2018 JHARSUGUDA

ଆଜି ଆମେ  କୋଶଳ ଯୁବ ସମନ୍ଵୟ ସମିତି ଦ୍ଵାରା ସାରା ପଶ୍ଚିମ ଓଡିଶା ରେ ଚାଲିଥିବା କୋଶଳ ଜନ ଜାଗରଣ ଯାତ୍ରା ର ସଦସ୍ୟ ମାନକୁ ଝାରସୁଗୁଡା ରେ କୋଶଳ ରାଏଜ ସମନ୍ଵୟ ସମିତି କାର୍ଯ୍ୟ।ଳୟ ରେ ଭେଟିଥିଲୁ । ସେନେ ଦେଖିଥିଲୁ କେନତା ସାରା ପଶ୍ଚିମ ଓଡିଶା (କୋସଲାଞ୍ଚଳ) ଯୁବକ ମାନେ ତାଙ୍କର ନିଜର କାମ, ଡିଉଟି, ଘର ଛାଡି କରି କୋଶଳ ଜନ ଜାଗରଣ ଯାତ୍ରା ରେ ମାତିଛନ । ନିଜର ଖର୍ଚାରେ ଗାଡିରେ ତେଲ ଭରୁଛନ, ନିଜେ ରାନ୍ଧି କରି ଖାଉଛନ । କୋଶଳ ଜନ ଜାଗରଣ ଯାତ୍ରା ରେ ସେଥିର ଲାଗିର ସେମାନେ ଲୋକ ମାନକର ମନ କେ ଜିତି ପାରିଛନ ଆଉ ଲୋକ ମାନକୁ ଆନ୍ଦୋଳନ ବିଷୟରେ ସଚେତନ କରିପାରିଛନ । ଲୋକ ମାନକୁ ଆନ୍ଦୋଳନ ରେ ସାମିଲ କରେଇ ପାରିଛନ । ତାଙ୍କର ସାହାସ ଆଉ ଧର୍ଯ୍ୟ କେ ସଲାମ । ଈ ଭେଟଘାଟ କେ ନେଇ କରି ଗୁଟେ ରିପୋର୍ଟ । Read more about ଝାରସୁଗୁଡା ରେ କୋଶଳ ଜନ ଜାଗରଣ ଯାତ୍ରା KOSHAL JANA JAGARAN YATRA IN JHARSUGUDA

Follow by Email
Facebook
Facebook
Twitter