Jhadeswar temple, the pilgrimage site of Jharsuguda Article Writer :- Rohit Kumar Lohara, Purunabasti, Jharsuguda With Inputs from:- Govind Chandra Tripathy, Purunabasti, Jharsuguda NOTE:- The authors have tried there best and gone through extensive field research before writing. Any mistake is unintentional. Suggestions are welcome through comments. Please read the whole article and please COMMENT LIKE & […]
Category: JHARSUGUDA NEWS
Team JINH (Jeena Isi Ki Naam Hai) celebrate special children’s Quarterly birthday ଜିନା ଇସିକା ନାମ ହୈ ଦ୍ଵାରା ତ୍ରୈମାସିକ ଦିବ୍ୟାଙ୍ଗ ଶିଶୁ ମାନଙ୍କର ଜନ୍ମଦିନ ସମାରୋହ
ଜିନା ଇସିକା ନାମ ହୈ ଦ୍ଵାରା ତ୍ରୈମାସିକ ଦିବ୍ୟାଙ୍ଗ ଶିଶୁ ମାନଙ୍କର ଜନ୍ମଦିନ ସମାରୋହ ବୃନ୍ଦାମାଲ ସ୍ପେଶାଲ ସ୍କୁଲ, ଝାରସୁଗୁଡ଼ା ଠାରେ ପାଳିତ 14-Apr-2019 www.jharsugudatimes.in ଏ ବିଶାଳ ସଂସାରର ସତମିଛ ଓ ପାପପୁଣ୍ୟର ମହାସମରରେ ଆଜି ବି ଲୋକଙ୍କ ଭିତରେ ବଞ୍ଚିରହିଛି ମଣିଷପଣିଆ । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ଟିମ୍ ” ଜିନା ଇସିକା ନାମ ହୈ” । କିଛି ସରଳ ହୃଦୟ ସମ୍ପନ୍ନ ବ୍ୟକ୍ତିବିଶେଷ ମାନଙ୍କ ଦ୍ଵାରା ଗଠିତ ଏହି ସ୍ଵେଚ୍ଛାସେବୀ ଦଳ […]
Pahadeswar Mandir Jharsuguda ପାହାଡେଶ୍ଵର ମନ୍ଦିର ଝାରସୁଗୁଡା
www.jharsugudatimes.in 02/03/2019 JHARSUGUDA Pahadeswar Mandir,Jharsuguda ARTICLE BY:- ROHIT KUMAR LOHARA The Hindu god Shiva is known as the “destroyer and the transformer” within the Trimurti, the Hindu trinity that includes Brahma and Vishnu. Innumerous temples have been erected in his honour and reverence by his devotees across India […]
ଝାରସୁଗୁଡା ଇକୋ ପାର୍କ ଠାରେ ବୁଦ୍ଧ ପ୍ରତିମା ଉନ୍ମୋଚନ Statue of Buddha unveiled at Eco Park Jharsuguda
www.jharsugudatimes.in 27th January 2019 ଝାରସୁଗୁଡା ଇକୋ ପାର୍କ ଠାରେ ଏକ ବୁଦ୍ଧ ପ୍ରତିମା ମାନନୀୟ ବିଧାୟକ ନବ ଦାସ ଙ୍କ କରକମଳରେ ଉନ୍ମୋଚିତ ହୋଇ ଯାଇଛି । ଏହା ସହିତ ଅନେକ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭାରମ୍ଭ ହୋଇ ଯାଇଛି । ଏହି ଅବସରରେ ଏକ ସାଧାରଣ ସଭାର ଆୟୋଜନ […]
ଝାରସୁଗୁଡା ରେ କୋଶଳ ଜନ ଜାଗରଣ ଯାତ୍ରା KOSHAL JANA JAGARAN YATRA IN JHARSUGUDA
www.jharsugudatimes.in 11-NOV-2018 JHARSUGUDA
ଆଜି ଆମେ କୋଶଳ ଯୁବ ସମନ୍ଵୟ ସମିତି ଦ୍ଵାରା ସାରା ପଶ୍ଚିମ ଓଡିଶା ରେ ଚାଲିଥିବା କୋଶଳ ଜନ ଜାଗରଣ ଯାତ୍ରା ର ସଦସ୍ୟ ମାନକୁ ଝାରସୁଗୁଡା ରେ କୋଶଳ ରାଏଜ ସମନ୍ଵୟ ସମିତି କାର୍ଯ୍ୟ।ଳୟ ରେ ଭେଟିଥିଲୁ । ସେନେ ଦେଖିଥିଲୁ କେନତା ସାରା ପଶ୍ଚିମ ଓଡିଶା (କୋସଲାଞ୍ଚଳ) ଯୁବକ ମାନେ ତାଙ୍କର ନିଜର କାମ, ଡିଉଟି, ଘର ଛାଡି କରି କୋଶଳ ଜନ ଜାଗରଣ ଯାତ୍ରା ରେ ମାତିଛନ । ନିଜର ଖର୍ଚାରେ ଗାଡିରେ ତେଲ ଭରୁଛନ, ନିଜେ ରାନ୍ଧି କରି ଖାଉଛନ । କୋଶଳ ଜନ ଜାଗରଣ ଯାତ୍ରା ରେ ସେଥିର ଲାଗିର ସେମାନେ ଲୋକ ମାନକର ମନ କେ ଜିତି ପାରିଛନ ଆଉ ଲୋକ ମାନକୁ ଆନ୍ଦୋଳନ ବିଷୟରେ ସଚେତନ କରିପାରିଛନ । ଲୋକ ମାନକୁ ଆନ୍ଦୋଳନ ରେ ସାମିଲ କରେଇ ପାରିଛନ । ତାଙ୍କର ସାହାସ ଆଉ ଧର୍ଯ୍ୟ କେ ସଲାମ । ଈ ଭେଟଘାଟ କେ ନେଇ କରି ଗୁଟେ ରିପୋର୍ଟ । Read more about ଝାରସୁଗୁଡା ରେ କୋଶଳ ଜନ ଜାଗରଣ ଯାତ୍ରା KOSHAL JANA JAGARAN YATRA IN JHARSUGUDA …
ବିମୁଦ୍ରାକରଣ ବିରୋଧ ରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା CONGRESS DEMONSTRATES AGAINST DEMONETIZATION
www.jharsugudatimes.in 09/11/2018 JHARSUGUDA
ଆଜି ପୂର୍ବାହ୍ନ ରେ ଝାରସୁଗୁଡା ଜିଲ୍ଲା କଂଗ୍ରେସ ତରଫରୁ ବିଫଳ ବିମୁଦ୍ରାକରଣ ବିରୋଧ ରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଏକ ଧାରଣା ଦିଆଯାଇଥିଲା । ଏହି ଧାରଣା ରେ ଶ୍ରୀ ନବ କିଶୋର ଦାସ , ବିଧାୟକ ଝାରସୁଗୁଡ଼ା, ଜଗନ୍ନାଥ ଜେନା , ସଭାପତି କ୍ଷେତ ମଜଦୂର ସଂଘ, କଂଗ୍ରେସ ପିଣ୍ଟୁ ପାଢ଼ୀ, ସାଧାରଣ ସମ୍ପାଦକ ,ସରିତା ଅଗ୍ରୱାଲ ,କୁଶାସନ ଜୟପୁରିଆ ,ରୁବିନା ଖାନ, ଖଗେଶ୍ୱର ବେହେରା, ସିଦ୍ଧାର୍ଥ ସରକାର, ରୋବିନ ପାଣ୍ଡେ, ପ୍ରମୋଦ ପଣ୍ଡା, ପ୍ରମୋଦ ତ୍ରିପାଠୀ, ନିର୍ମଳ ଦାସ, ସନ୍ତୋଷ ରାଓ, ଦୀପା ନାୟକ, ଗୀତାଞ୍ଜଳି କୁସୁମ, ସତ୍ୟଜିତ ଜେନା, ଉଦିତ ଜଗତ ସହିତ ସାଧାରଣ ଜନତା ଉପସ୍ଥିତ ଥିଲେ । ଶ୍ରୀ ଗିରିଶ ରଞ୍ଜନ ପଣ୍ଡା, ସଭାପତି , ଜିଲ୍ଲା କଂଗ୍ରେସ ଙ୍କ ସଭାପତିତ୍ଵରେ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । Read more about ବିମୁଦ୍ରାକରଣ ବିରୋଧ ରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା CONGRESS DEMONSTRATES AGAINST DEMONETIZATION …
ବିଧାୟକ ଙ୍କ ଦ୍ଵାରା କ୍ଳବ ଘର ଉଦଘାଟନ LEGISLATOR INAUGURATES CLUB HOUSE
www.jharsugudatimes.in 08/11/2018 JHARSUGUDA ବିଧାୟକ ଶ୍ରୀ ନବ କିଶୋର ଦାସ ଆଜି ସାହୁପଡା (ଗୋଣ୍ଡପଡା) ଠାରେ ଏକ କ୍ଳବ ଘର ଉଦଘାଟନ କରିଥିଲେ । ଏହି କ୍ଳବ ଘର ପାଇଁ ବିଧାୟକ ପାଣ୍ଠିରୁ 4 ଲକ୍ଷ ଟଙ୍କା ମଞ୍ଜୁର କରା ଯାଇଥିଲା । ।ଏହି ଉଦଘାଟନ ଉତ୍ସବ ରେ ପ୍ରମୋଦ ତ୍ରିପାଠୀ ,ମଦନ ଧୁରୁଆ, ରାଜାରାମ ସେନାପତି, ସନାତନ ଅତି, ପବିତ୍ର ସାହୁ ,ଟେକଚାନ୍ଦ ସାହୁ, ସଞ୍ଜୟ ପାଣିଗ୍ରାହୀ, ବିରଞ୍ଚି ବାରିହା ,ଦାମୋଦର ନାଥ ସହିତ ଅଞ୍ଚଳର ଶତାଧିକ ଅଧିବାସୀ […]
ଜମେରା ରେ ଗ୍ରାମାଞ୍ଚଳ ଆଞ୍ଚଳିକ କ୍ରିକେଟ ପ୍ରତିଯୋଗିତା ଉଦଯାପିତ ONE DAY CRICKET TOURNAMENT AT JAMERA ENDS
www.jharsugudatimes.in 07/11/2018 JHARSUGUDA ଦୀପାବଳି ଅବସରରେ ଜମେରା ଗ୍ରାମ ରେ ଏକ ଆଞ୍ଚଳିକ କ୍ରିକେଟ ର ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟ ରେ ଗ୍ରାମାଞ୍ଚଳର ବିଭିନ୍ନ କ୍ରିକେଟ ଦଳ ଭାଗ ନେଇଥିଲେ । ଆଜି ଫାଇନଲ ମ୍ୟାଚ ରେ ଜମେରା ଦଳ ଖାଲିଆକାନି ଦଳ କୁ ପରାସ୍ତ କରି ଟ୍ରଫି ଜିତିଥିଲେ । ଏହି ପ୍ରତିଯୋଗିତାରେ ମାନନୀୟ ବିଧାୟକ ଶ୍ରୀ ନବ କିଶୋର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ […]
ଝାରସୁଗୁଡା ରେ ଗାନ୍ଧୀ ଶାନ୍ତି ସଦଭାବନା ଜ୍ୟୋତି ରଥ GANDHI SADBHABANA JYOTI RATH
www.jharsugudatimes.in 03-11-2018 JHARSUGUDA
ଝାରସୁଗୁଡା ଜିଲ୍ଲାରେ ଗାନ୍ଧୀ ଶାନ୍ତି ସଦଭାବନା ଜ୍ୟୋତି ରଥ କୁ ସ୍ଵାଗତ କର। ଯାଇଛି । ଏହି ଅବସରରେ ଜିଲ୍ଲାପାଳ Read more about ଝାରସୁଗୁଡା ରେ ଗାନ୍ଧୀ ଶାନ୍ତି ସଦଭାବନା ଜ୍ୟୋତି ରଥ GANDHI SADBHABANA JYOTI RATH …
କାପୁମାଲ କଲ୍ୟାଣ ମଣ୍ଡପ ଶୁଭ ସ୍ଥାପନ Kalyan Mandap Stone Laying at Kapumal WARD 9
www.jharsugudatimes.in 02.NOV-2018
ଝାରସୁଗୁଡା ୱାର୍ଡ ନ ୯ କାପୁମାଲ ଠାରେ ଏକ କଲ୍ୟାଣ ମଣ୍ଡପ ର ଶୁଭ ମାନନୀୟ ବିଧାୟକ ଶ୍ରୀ ନବ କିଶୋର ଦାସ ଙ୍କ ଦ୍ଵାରା ଦିଆ ଯାଇଛି । ଏହି କଲ୍ୟାଣ ମଣ୍ଡପ ସ୍ପେସିଆଲ ଫଣ୍ଡ ରୁ 25 ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି । ଏହି ଅବସରରେ ଏକ ସାଧାରଣ ସଭା ମଧ୍ୟ ଆୟୋଜନ କରାଯାଇଥିଲା । ଏହି ସଭା କୁ ଶ୍ରୀ ଗିରିଶ ପଣ୍ଡା ସଭାପତିତ୍ୱ କରିଥିଲେ । ପ୍ରତାପ ନନ୍ଦ , ରାଜୁ ପାଣିଗ୍ରାହୀ, କୁଶାସନ ଜୟପୁରିଆ, ଶିକ୍ଷାବିତ ଟହଲୁ ସାହୁ ମଞ୍ଚ।ସୀନ ଥିଲେ। ଏହି ସଭାରେ ଶତାଧିକ ସ୍ଥାନୀୟ ଲୋକ ଉପସ୍ଥିତ ଥିଲେ । ବିଧାୟକ ନବ ଦାସ ଝାରସୁଗୁଡା ସହରାଞ୍ଚଳରେ ଆହୁରି ଅନେକ ଉନ୍ନୟନ ମୂଳକ କାର୍ଯ୍ୟ ଆରମ୍ଭ ହେବ ବୋଲି ଘୋଷଣା କରିଥିଲେ । Read more about କାପୁମାଲ କଲ୍ୟାଣ ମଣ୍ଡପ ଶୁଭ ସ୍ଥାପନ Kalyan Mandap Stone Laying at Kapumal WARD 9 …