ବିମୁଦ୍ରାକରଣ ବିରୋଧ ରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା CONGRESS DEMONSTRATES AGAINST DEMONETIZATION

www.jharsugudatimes.in  09/11/2018 JHARSUGUDA

ଆଜି ପୂର୍ବାହ୍ନ ରେ  ଝାରସୁଗୁଡା ଜିଲ୍ଲା କଂଗ୍ରେସ ତରଫରୁ ବିଫଳ ବିମୁଦ୍ରାକରଣ ବିରୋଧ ରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଏକ ଧାରଣା ଦିଆଯାଇଥିଲା । ଏହି ଧାରଣା ରେ ଶ୍ରୀ ନବ କିଶୋର ଦାସ , ବିଧାୟକ ଝାରସୁଗୁଡ଼ା, ଜଗନ୍ନାଥ ଜେନା , ସଭାପତି କ୍ଷେତ ମଜଦୂର ସଂଘ, କଂଗ୍ରେସ ପିଣ୍ଟୁ ପାଢ଼ୀ, ସାଧାରଣ ସମ୍ପାଦକ ,ସରିତା ଅଗ୍ରୱାଲ ,କୁଶାସନ ଜୟପୁରିଆ ,ରୁବିନା ଖାନ, ଖଗେଶ୍ୱର ବେହେରା, ସିଦ୍ଧାର୍ଥ ସରକାର, ରୋବିନ ପାଣ୍ଡେ, ପ୍ରମୋଦ ପଣ୍ଡା, ପ୍ରମୋଦ ତ୍ରିପାଠୀ, ନିର୍ମଳ ଦାସ, ସନ୍ତୋଷ ରାଓ, ଦୀପା ନାୟକ, ଗୀତାଞ୍ଜଳି କୁସୁମ, ସତ୍ୟଜିତ ଜେନା, ଉଦିତ ଜଗତ ସହିତ ସାଧାରଣ ଜନତା  ଉପସ୍ଥିତ ଥିଲେ । ଶ୍ରୀ ଗିରିଶ ରଞ୍ଜନ ପଣ୍ଡା, ସଭାପତି , ଜିଲ୍ଲା କଂଗ୍ରେସ ଙ୍କ ସଭାପତିତ୍ଵରେ ସଭା କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଥିଲା । Read more about ବିମୁଦ୍ରାକରଣ ବିରୋଧ ରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା CONGRESS DEMONSTRATES AGAINST DEMONETIZATION

ବିଧାୟକ ଙ୍କ ଦ୍ଵାରା କ୍ଳବ ଘର  ଉଦଘାଟନ LEGISLATOR INAUGURATES CLUB HOUSE

www.jharsugudatimes.in  08/11/2018 JHARSUGUDA ବିଧାୟକ ଶ୍ରୀ ନବ କିଶୋର ଦାସ ଆଜି  ସାହୁପଡା (ଗୋଣ୍ଡପଡା) ଠାରେ ଏକ କ୍ଳବ ଘର  ଉଦଘାଟନ କରିଥିଲେ  । ଏହି କ୍ଳବ ଘର ପାଇଁ ବିଧାୟକ ପାଣ୍ଠିରୁ 4 ଲକ୍ଷ ଟଙ୍କା ମଞ୍ଜୁର କରା ଯାଇଥିଲା ।  ।ଏହି ଉଦଘାଟନ ଉତ୍ସବ ରେ ପ୍ରମୋଦ ତ୍ରିପାଠୀ ,ମଦନ ଧୁରୁଆ, ରାଜାରାମ ସେନାପତି, ସନାତନ ଅତି, ପବିତ୍ର ସାହୁ ,ଟେକଚାନ୍ଦ ସାହୁ, ସଞ୍ଜୟ ପାଣିଗ୍ରାହୀ, ବିରଞ୍ଚି ବାରିହା ,ଦାମୋଦର ନାଥ ସହିତ ଅଞ୍ଚଳର ଶତାଧିକ ଅଧିବାସୀ […]

ଜମେରା ରେ ଗ୍ରାମାଞ୍ଚଳ ଆଞ୍ଚଳିକ କ୍ରିକେଟ ପ୍ରତିଯୋଗିତା ଉଦଯାପିତ ONE DAY CRICKET TOURNAMENT AT JAMERA ENDS

www.jharsugudatimes.in 07/11/2018 JHARSUGUDA ଦୀପାବଳି ଅବସରରେ ଜମେରା ଗ୍ରାମ ରେ  ଏକ  ଆଞ୍ଚଳିକ କ୍ରିକେଟ ର ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଏହି  ଟୁର୍ଣ୍ଣାମେଣ୍ଟ ରେ  ଗ୍ରାମାଞ୍ଚଳର ବିଭିନ୍ନ କ୍ରିକେଟ ଦଳ ଭାଗ ନେଇଥିଲେ । ଆଜି ଫାଇନଲ ମ୍ୟାଚ ରେ ଜମେରା ଦଳ ଖାଲିଆକାନି ଦଳ କୁ ପରାସ୍ତ କରି ଟ୍ରଫି ଜିତିଥିଲେ । ଏହି ପ୍ରତିଯୋଗିତାରେ ମାନନୀୟ ବିଧାୟକ ଶ୍ରୀ ନବ କିଶୋର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ […]

ଝାରସୁଗୁଡା ରେ ଗାନ୍ଧୀ ଶାନ୍ତି ସଦଭାବନା ଜ୍ୟୋତି ରଥ GANDHI SADBHABANA JYOTI RATH

www.jharsugudatimes.in    03-11-2018 JHARSUGUDA

ଝାରସୁଗୁଡା ଜିଲ୍ଲାରେ ଗାନ୍ଧୀ ଶାନ୍ତି ସଦଭାବନା ଜ୍ୟୋତି ରଥ କୁ ସ୍ଵାଗତ କର। ଯାଇଛି । ଏହି ଅବସରରେ ଜିଲ୍ଲାପାଳ Read more about ଝାରସୁଗୁଡା ରେ ଗାନ୍ଧୀ ଶାନ୍ତି ସଦଭାବନା ଜ୍ୟୋତି ରଥ GANDHI SADBHABANA JYOTI RATH

କାପୁମାଲ କଲ୍ୟାଣ ମଣ୍ଡପ ଶୁଭ ସ୍ଥାପନ Kalyan Mandap Stone Laying at Kapumal WARD 9

www.jharsugudatimes.in  02.NOV-2018

ଝାରସୁଗୁଡା ୱାର୍ଡ ନ ୯ କାପୁମାଲ ଠାରେ ଏକ କଲ୍ୟାଣ ମଣ୍ଡପ ର ଶୁଭ ମାନନୀୟ ବିଧାୟକ ଶ୍ରୀ ନବ କିଶୋର ଦାସ ଙ୍କ ଦ୍ଵାରା ଦିଆ ଯାଇଛି । ଏହି କଲ୍ୟାଣ ମଣ୍ଡପ ସ୍ପେସିଆଲ ଫଣ୍ଡ ରୁ 25 ଲକ୍ଷ   ଟଙ୍କା ବ୍ୟୟ ବରାଦ କରାଯାଇଛି । ଏହି ଅବସରରେ ଏକ ସାଧାରଣ ସଭା ମଧ୍ୟ ଆୟୋଜନ କରାଯାଇଥିଲା । ଏହି ସଭା କୁ ଶ୍ରୀ ଗିରିଶ  ପଣ୍ଡା ସଭାପତିତ୍ୱ କରିଥିଲେ । ପ୍ରତାପ ନନ୍ଦ , ରାଜୁ ପାଣିଗ୍ରାହୀ,  କୁଶାସନ ଜୟପୁରିଆ, ଶିକ୍ଷାବିତ ଟହଲୁ ସାହୁ ମଞ୍ଚ।ସୀନ ଥିଲେ। ଏହି ସଭାରେ ଶତାଧିକ ସ୍ଥାନୀୟ ଲୋକ ଉପସ୍ଥିତ ଥିଲେ ।   ବିଧାୟକ ନବ ଦାସ ଝାରସୁଗୁଡା ସହରାଞ୍ଚଳରେ ଆହୁରି ଅନେକ ଉନ୍ନୟନ ମୂଳକ କାର୍ଯ୍ୟ ଆରମ୍ଭ ହେବ ବୋଲି ଘୋଷଣା କରିଥିଲେ । Read more about କାପୁମାଲ କଲ୍ୟାଣ ମଣ୍ଡପ ଶୁଭ ସ୍ଥାପନ Kalyan Mandap Stone Laying at Kapumal WARD 9

ଝାରସୁଗୁଡା ପୋଲିସ ଦ୍ଵାରା୧୦ ଜଣ ଆନ୍ତରାଜ୍ୟ ଡକାୟତ ଗିରଫ JSG POLICE ARREST 10 INTERSTATE ROBBERS

www.jharsugudatimes.in  02.NOV-2018

ଝାରସୁଗୁଡା ପୋଲିସ ଗତକାଲି ରାତିରେ ନିର୍ମାଣାଧୀନ ବସଷ୍ଟାଣ୍ଡରୁ ୧୦ ଜଣ ଆନ୍ତରାଜ୍ୟ ଡକାୟତଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ନଗଦ ୪୪ ହଜାର ଟଙ୍କା, ୧ ଗୋଟି ଦେଶୀ ବନ୍ଧୁକ, ଗୋଟିଏ ଜୀବନ୍ତ ଗୁଳି, ୩ଟି ଖଣ୍ଡା,  ଓ Read more about ଝାରସୁଗୁଡା ପୋଲିସ ଦ୍ଵାରା୧୦ ଜଣ ଆନ୍ତରାଜ୍ୟ ଡକାୟତ ଗିରଫ JSG POLICE ARREST 10 INTERSTATE ROBBERS

ବୀର ସୁରେନ୍ଦ୍ର ସାଏ ଏୟାର ପୋର୍ଟ ନାମ କୁ କେନ୍ଦ୍ରୀୟ କ୍ୟାବିନେଟ ଅନୁମୋଦନ Union Cabinet Approves naming of Jharsuguda Airport as VSS Airport

www.Jharsugudatimes.in    01-NOV-2018 As per information available from reliable sources Today the Union Cabinet has approved the naming of Jharsuguda Airport as Veer Surendra Sai Airport. On 27th October A team led by local legislator Naba Das has submitted a petition to Odisha CM Naveen Pattnaik regarding naming of airport and regular flight operation with […]

ଆଞ୍ଚଳିକ ସୁରକ୍ଷା ସମିତି ବଢେଇମୁଣ୍ଡା Anchalik Surakshya Samiti Badheimunda

www.jharsugudatimes.in   29-OCT-2018 JHARSUGUDA

ବଢେଇମୁଣ୍ଡା ଛକରେ ବ।ରମ୍ବାର ଦୁର୍ଘଟଣା ଏବଂ ଭାରୀ ଯାନ ଚଳାଚଳ ଦ୍ଵାରା ପ୍ରଦୂଷଣ ଓ ଅନ୍ୟାନ୍ୟ ସ୍ଥାନୀୟ ସମସ୍ୟାକୁ ନେଇ ଆଞ୍ଚଳିକ ସୁରକ୍ଷା ସମିତି ବଢେଇମୁଣ୍ଡା ଦ୍ଵାରା ସ୍ଥାନୀୟ ଦୂର୍ଗା ମଣ୍ଡପ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ ଯାଇଛି। ଏହି ସଭାଠାରେ ଏକ 9 ଦଫା Read more about ଆଞ୍ଚଳିକ ସୁରକ୍ଷା ସମିତି ବଢେଇମୁଣ୍ଡା Anchalik Surakshya Samiti Badheimunda

ବିଧାୟକ ଙ୍କ ଦାବି ମାନିଲେ କେନ୍ଦ୍ର ସରକାର ଏୟାର ଓଡିଶା କୁ କାରଣ ଦର୍ଶାଅ ନୋଟିସ AIR ODISHA SERVED SHOW CAUSE NOTICE

www.jharsugudatimes.in     24-OCT-2018 JHARSUGUDA କେନ୍ଦ୍ର ସରକାରଙ୍କ  ପକ୍ଷରୁ ଏୟାର ଓଡିଶା କୁ କାରଣ ଦର୍ଶାଅ ନୋଟିସ ଜାରି କର। ହୋଇଛି । ନିର୍ଦିଷ୍ଟ ସମୟ ସୀମା ଭିତରେ ସେବା ଆରମ୍ଭ କରିପାରି ନ ଥିବାରୁ ଏହି  ଦର୍ଶାଅ ନୋଟିସ ଜାରି କର। ହୋଇଛି । କେନ୍ଦ୍ର ସରକାରଙ୍କ ନାଗରିକ ଉଡ୍ଡୟନ ମନ୍ତ୍ରାଳୟ ପକ୍ଷରୁ ଆଜି ଅପରାହ୍ନ ରେ ଜାରି କରାଯାଇଥିବା ଟ୍ବିଟରୁ ଏହା ସ୍ପଷ୍ଟ ହୋଇଛି । କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ କୁ ଝାରସୁଗୁଡା […]

Follow by Email
Facebook
Facebook
Twitter