ସଂଗିନୀ ଲେଡିଜ ଫୋରାମ, ଝାରସୁଗୁଡା ଦ୍ଵାରା ସୁରାଟ ଅଗ୍ନିକାଣ୍ଡ ଶୋକ ସଭା ଓ ଶ୍ରଦ୍ଧାଞ୍ଜଳି Tribute to Surat Fire Tragedy by Sangini Ladies Forum

Like Share & Comment

25/05/2019  Jharsuguda                               www.jharsugudatimes.in

May 24 ରେ ସୁରାଟ ର ସର୍ତ୍ତନା ଠାରେ ଥିବା ତକ୍ଷ୍ୟଶିଳା କମପ୍ଲେକ୍ସ ରେ ଘଟି ଯାଇଥିବା ଅଗ୍ନିକାଣ୍ଡ ରେ 20 ଜଣ ମୃତ ଆତ୍ମା ର ସଦ୍ଗତି ପାଇଁ ସଂଗିନୀ ଲେଡିଜ ଫୋରାମ, ଝାରସୁଗୁଡା ଦ୍ଵାରା ଶୋକ ସଭା ଓ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଆଜି ସନ୍ଧ୍ୟା ବସଷ୍ଟାଣ୍ଡ ଗାନ୍ଧୀ ମୂର୍ତ୍ତି  ଠାରେ ଆୟୋଜନ କରା ଯାଇଥିଲା ।

ଏହି ଶୋକ ସଭା ଓ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ରେ ସଂଗିନୀ ଲେଡିଜ ଫୋରାମର ସଭାପତି ସରିତା ଅଗ୍ରୱାଲ, ସେକ୍ରେଟାରୀ ପଦ୍ମା ନାୟକ,  ବେଲା ଥାପା, ପ୍ରେମଳତା ଶକୁନିଆ, ରିଙ୍କୀ କଉର, ସଂଗିନୀ ଲେଡିଜ ଫୋରାମର ଅନ୍ୟ ସଦସ୍ୟା ମାନେ, ଝାରସୁଗୁଡା ଚେମ୍ବର ଅଫ କମର୍ସ ସଭାପତି ହିରାଲାଲ ଲୋକଚନ୍ଦାନୀ ଓ ଅନ୍ୟ ବରିଷ୍ଠ ନାଗରିକ ମାନେ ଉପସ୍ଥିତ ଥିଲେ ।

Surat

IMG_20190525_191520
IMG_20190525_191734
IMG_20190525_192127

Like Share & Comment

Post Author: admin

Leave a Reply

Your email address will not be published. Required fields are marked *