www.jharsugudatimes.in 27th January 2019
ଝାରସୁଗୁଡା ଇକୋ ପାର୍କ ଠାରେ ଏକ ବୁଦ୍ଧ ପ୍ରତିମା ମାନନୀୟ ବିଧାୟକ ନବ ଦାସ ଙ୍କ କରକମଳରେ ଉନ୍ମୋଚିତ ହୋଇ ଯାଇଛି । ଏହା ସହିତ ଅନେକ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭାରମ୍ଭ ହୋଇ ଯାଇଛି । ଏହି ଅବସରରେ ଏକ ସାଧାରଣ ସଭାର ଆୟୋଜନ ମଧ୍ୟ କରଯାଇଥିଲା । ହି ସଭା ରେ ଶ୍ରୀ ରବି ସିଂ ସଭାପତିତ୍ୱ କରିଥିଲେ । ଅନେକ ସଂଖ୍ୟାରେ ଜନ ସାଧାରଣଙ୍କ ସହିତ ଝାରସୁଗୁଡା ରେ ଅନେକ ବୁଦ୍ଦିଜୀବୀ ତଥା ନାଗରିକ ଯୋଗଦାନ ଦେଇଥିଲେ । ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ର ୨୬ ଗୋଟି ବିଭିନ୍ନ ରାସ୍ତା ଉନ୍ନତିକରଣ ର ମଧ୍ୟ ଶୁଭ ଦେଇଥିଲେ ।
କିର୍ମିରା ବ୍ଲକ ଅଧ୍ୟକ୍ଷ ଶ୍ରୀ ତେଜରାଜ ସାହୁ, କିର୍ମିରା ଜୋନ ର ଜିଲ୍ଲା ପରିଷଦ ସଭ୍ୟ ଶ୍ରୀମତୀ ସ୍ୱପ୍ନାମୟୀ ପଟେଲ , ଜଗନ୍ନାଥ ଜେନା,ରଘୁମଣି ପଟେଲ,ହୀରଲାଲ ଲୋକଚନ୍ଦନୀ,ପ୍ରତାପ ବେହେରା , ଟହଲୁ ସାହୁ, ରମେଶ ଗାନ୍ଧୀ , କୂଳଦୀପ ସିଂହ ପ୍ରଭୁତି ବକ୍ତା ମନେ ବିଧାୟକ ଙ୍କ କାର୍ଯ୍ୟ କୁ ପ୍ରଶଂସା କରିଥିଲେ ।ଏହି କାର୍ଯ୍ୟକ୍ରମ କୁ ପିଣ୍ଟୁ ପାଢ଼ୀ, ଗୋବିନ୍ଦ ସିଙ୍ଘାଣିଆ, ସିଦ୍ଧାର୍ଥ ସରକାର, ସୁବାଷ କେଡ଼ିଆ ,ଅର୍ପଣ ପ୍ରଧାନ, ଆଶିଷ ଶର୍ମା,ଲାଲା ଶର୍ମା, ଫୁପୁ ମହାନ୍ତି, ପ୍ରତାପ ନନ୍ଦ , ମଦନ ହାତୀ ପ୍ରଭୁତି ସହଯୋଗ କରିଥିଲେ ।
Today a Statue of Buddha was unveiled at Eco Park Jharsuguda by Honorable MLA Naba Kisor Das along with several other development programs. A general meeting was held. Eminent citizens of Jharsuguda and people thronged on the occasion.