ଝାରସୁଗୁଡା ରେ କୋଶଳ ଜନ ଜାଗରଣ ଯାତ୍ରା KOSHAL JANA JAGARAN YATRA IN JHARSUGUDA

Like Share & Comment

www.jharsugudatimes.in   11-NOV-2018 JHARSUGUDA

ଆଜି ଆମେ  କୋଶଳ ଯୁବ ସମନ୍ଵୟ ସମିତି ଦ୍ଵାରା ସାରା ପଶ୍ଚିମ ଓଡିଶା ରେ ଚାଲିଥିବା କୋଶଳ ଜନ ଜାଗରଣ ଯାତ୍ରା ର ସଦସ୍ୟ ମାନକୁ ଝାରସୁଗୁଡା ରେ କୋଶଳ ରାଏଜ ସମନ୍ଵୟ ସମିତି କାର୍ଯ୍ୟ।ଳୟ ରେ ଭେଟିଥିଲୁ । ସେନେ ଦେଖିଥିଲୁ କେନତା ସାରା ପଶ୍ଚିମ ଓଡିଶା (କୋସଲାଞ୍ଚଳ) ଯୁବକ ମାନେ ତାଙ୍କର ନିଜର କାମ, ଡିଉଟି, ଘର ଛାଡି କରି କୋଶଳ ଜନ ଜାଗରଣ ଯାତ୍ରା ରେ ମାତିଛନ । ନିଜର ଖର୍ଚାରେ ଗାଡିରେ ତେଲ ଭରୁଛନ, ନିଜେ ରାନ୍ଧି କରି ଖାଉଛନ । କୋଶଳ ଜନ ଜାଗରଣ ଯାତ୍ରା ରେ ସେଥିର ଲାଗିର ସେମାନେ ଲୋକ ମାନକର ମନ କେ ଜିତି ପାରିଛନ ଆଉ ଲୋକ ମାନକୁ ଆନ୍ଦୋଳନ ବିଷୟରେ ସଚେତନ କରିପାରିଛନ । ଲୋକ ମାନକୁ ଆନ୍ଦୋଳନ ରେ ସାମିଲ କରେଇ ପାରିଛନ । ତାଙ୍କର ସାହାସ ଆଉ ଧର୍ଯ୍ୟ କେ ସଲାମ । ଈ ଭେଟଘାଟ କେ ନେଇ କରି ଗୁଟେ ରିପୋର୍ଟ ।

The Koshal Youth Co-Ordination committee has started an awareness campaign in Western Odisha  under the banner Koshal Jana Jagaran Yatra. Youths belonging from all districts of Western Odisha have participated in the awareness campaign to make people aware of necessity of a separate state consisting districts of Western Odisha. The youths have willingly participated in the campaign taking leave from their jobs & study. One is amazed at seeing their zeal & dedication for the cause. With no donations coming in they are incurring all the expenditure for the movement from their own pockets. We had a pleasure of meeting the Koshal Jana Jagaran Yatra members at Jharsuguda. We salute their spirit. Here is a report.

Like Share & Comment

Post Author: admin

Leave a Reply

Your email address will not be published. Required fields are marked *