www.jharsugudatimes.in 09/11/2018 JHARSUGUDA
ଆଜି ପୂର୍ବାହ୍ନ ରେ ଝାରସୁଗୁଡା ଜିଲ୍ଲା କଂଗ୍ରେସ ତରଫରୁ ବିଫଳ ବିମୁଦ୍ରାକରଣ ବିରୋଧ ରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଏକ ଧାରଣା ଦିଆଯାଇଥିଲା । ଏହି ଧାରଣା ରେ ଶ୍ରୀ ନବ କିଶୋର ଦାସ , ବିଧାୟକ ଝାରସୁଗୁଡ଼ା, ଜଗନ୍ନାଥ ଜେନା , ସଭାପତି କ୍ଷେତ ମଜଦୂର ସଂଘ, କଂଗ୍ରେସ ପିଣ୍ଟୁ ପାଢ଼ୀ, ସାଧାରଣ ସମ୍ପାଦକ ,ସରିତା ଅଗ୍ରୱାଲ ,କୁଶାସନ ଜୟପୁରିଆ ,ରୁବିନା ଖାନ, ଖଗେଶ୍ୱର ବେହେରା, ସିଦ୍ଧାର୍ଥ ସରକାର, ରୋବିନ ପାଣ୍ଡେ, ପ୍ରମୋଦ ପଣ୍ଡା, ପ୍ରମୋଦ ତ୍ରିପାଠୀ, ନିର୍ମଳ ଦାସ, ସନ୍ତୋଷ ରାଓ, ଦୀପା ନାୟକ, ଗୀତାଞ୍ଜଳି କୁସୁମ, ସତ୍ୟଜିତ ଜେନା, ଉଦିତ ଜଗତ ସହିତ ସାଧାରଣ ଜନତା ଉପସ୍ଥିତ ଥିଲେ । ଶ୍ରୀ ଗିରିଶ ରଞ୍ଜନ ପଣ୍ଡା, ସଭାପତି , ଜିଲ୍ଲା କଂଗ୍ରେସ ଙ୍କ ସଭାପତିତ୍ଵରେ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
Today District Congress Committee organized a demonstration in front of District Collector Office slamming demonetization by central govt. as a big failure. Several Sr. congress leaders of the district including MLA Sri Naba Kisore Das did participate in the demonstration. A general meeting was organized and wrong economic policy and failure of central govt. in solving unemployment problem was highlighted .