www.jharsugudatimes.in 17-OCT-2018 JHARSUGUDA
ଶ୍ରୀ ଶ୍ରୀ ସାର୍ବଜନୀନ ଦୁର୍ଗା ପୂଜା କମିଟି, ଭାଗବତ ମନ୍ଦିର, ପୁରୁଣାବସ୍ତି ଦ୍ଵାରା ଆୟୋଜିତ ଦୁର୍ଗା ପୂଜା ପଚାଶ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ସ୍ମରଣିକା ଉନ୍ମୋଚନ ସମାରୋହ ପୁରୁଣାବସ୍ତିରେ ପାଳିତ ହୋଇଛି।
ଏହି ଅବସରରେ ପଶ୍ଚିମ ଓଡିଶା ବିକାଶ ପରିଷଦ, ଅଧ୍ୟକ୍ଷ ଶ୍ରୀ କିଶୋର କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଶ୍ରୀ ହରିଶ ଗଣତ୍ରା, (ଝାରସୁଗୁଡା ପୌର ପରିଷଦ, ଅଧ୍ୟକ୍ଷ), ଶ୍ରୀ ତାପସ ଚୌଧରୀ (ଝାରସୁଗୁଡା ପୌର ପରିଷଦ, ପୂର୍ବତନ ଅଧ୍ୟକ୍ଷ), ଶ୍ରୀ ସନ୍ଦିପ ଅୱସ୍ଥି (ବରିଷ୍ଠ ଆଇନଜୀବୀ), ଶ୍ରୀ ଗୁରୁ ଚରଣ ମେହେର (ସଦସ୍ୟ, ପରାମର୍ଶ କମିଟୀ, ପୂର୍ବତନ ସଭାପତି , ଶ୍ରୀ ଶ୍ରୀ ସାର୍ବଜନୀନ ଦୁର୍ଗା ପୂଜା କମିଟି, ପୁରୁଣାବସ୍ତି) ନିମନ୍ତ୍ରିତ ଅନ୍ୟ ଅତିଥି ଭାବେ ଯୋଗଦାନ ଦେଇଥିଲେ ।
ଶ୍ରୀମତୀ ମନ୍ଦାକିନୀ ଶତପଥୀ (ରାଜ୍ୟ ସାହିତ୍ୟ ଏକାଡେମୀ, ସଦସ୍ୟ) ଏବଂ ମନୋରଞ୍ଜନ ମହାପାତ୍ର (ସଭାପତି , ଶ୍ରୀ ଶ୍ରୀ ସାର୍ବଜନୀନ ଦୁର୍ଗା ପୂଜା କମିଟି, ପୁରୁଣାବସ୍ତି) ସଭା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ବରିଷ୍ଠ ସାମ୍ବାଦିକ ଏବଂ ନାଗରିକ ଶ୍ରୀ ତପସ୍ଵୀଲାଲ ତିଵାରୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପୁରୁଣାବସ୍ତି ର ଅନେକ ଭଦ୍ର ବ୍ୟକ୍ତି, ସାହିତ୍ୟ ପ୍ରେମୀ, ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ । ଏହି ଅବସର କିଛି ଝଲକ ଆପଣ ମାନଙ୍କ ପାଇଁ । ଫୋଟୋ କ୍ରେଡିଟ:- ଠାକୁର ହୋତା
This Dasahara Shree Shree Sarbajanina Durga Puja is celebrating its glorious 50 Yrs. On this occasion a SMARANIKA (souvenir) was published by the committee to commemorate the occasion.
The releasing ceremony of the souvenir was held today at Purunabasti. On this occasion Chairman of Western Odisha Development Council (WODC) & Ex-Speaker, Odisha Legislative Assembly Sri Kishore Kumar Mohanty was the Chief Guest. Sri Harish Ganatra (Chairman, Jharsuguda Municipality), Sri Tapas Kumar Roy Choudhary (Former Chairman, Jharsuguda Municipality), Sri Sandeep Awasthy (Sr. Advocate) & Sri Guru Charan Meher (Member of Advisory Board & Ex- President Shree Shree Sarbajanina Durga Puja Commitee, Purunabasti) were also among the invited guests.
The guests were honoured by distinguished citizens of Purunabasti.
Smt. Mandakaini Satapathy & Manoranjan Mahapatra ((President, Shree Shree Sarbajanina Durga Puja Commitee, Purunabasti) conducted the ceremony. Vote of Thanks was presented by Sr. Journalist & eminent citizen of Purunabasti Sri Tapaswilal Tiwary.
Here are some images of the Occassion. Have a Look, Like, Share and Comment Please.
Photo Credit:- Thakur Hota